Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subhashree pattnaik

Romance

3  

subhashree pattnaik

Romance

ସତ ପ୍ରେମ ସିଏ କେବେ ହାରେନା

ସତ ପ୍ରେମ ସିଏ କେବେ ହାରେନା

1 min
162


ସତ ପ୍ରେମ ଦୁନିଆରେ ସହି ହୁଏନା  

ମୂକ ସିଏ କେବେ କିଛି କୁହେନା ।

ସବୁ ସହିଯାଏ ନିରବେ ଭାଙ୍ଗିଯାଏ  

କେବେ ମୁଁ ଖୋଲେ ନାହିଁ  

 ନିଜ ପାଇଁ କିଛି କୁହେ ନାହିଁ 

ସତ ପ୍ରେମ ସିଏ କେବେ ହାରେ ନାହିଁ।

ଦୁଃଖ ଅଗଣାରେ ନିଜେ ହଜି ଯାଏ 

ନିଜେ ସହି ସିଏ ସୁଖ ବାଣ୍ଟୁଥାଏ ।

ସତ ପ୍ରେମ ସିଏ କେବେ ହରେ ନାହିଁ ।

ନିଜ ଲୁହେ ତାର ଆଖି ଭିଜୁଥାଏ  

ପର ଖୁସିରେ ସେ ହସି ଦିଏ ।

ଓଠେ ହସ ତାର ପର ର ନଜର  

ସତ ପ୍ରେମ ହାରେନା କେବେ କାହାର ।

ଆପଣା ମନେ ସିଏ କାନ୍ଦିଥାଏ ।

ଆଖି ଲୁହେ ତାର ପ୍ରେମ ଲୁଚି ଥାଏ ।

ଓଠେ ହସ ତାର ସଦା ଫୁଟି ବାସୁ ଥାଏ।

ଦୁନିଆ ରୀତିରେ ପ୍ରୀତି ଭୁଲେ ନାହିଁ  

ନିଜ ପ୍ରୀତି ପାଇଁ କଷ୍ଟ ଦିଏ ନାହିଁ ।

ସତ ପ୍ରେମ ସିଏ କେବେ ହାରେ ନାହିଁ।

ନିଜେ ହସି ସେ ସଭିଙ୍କୁ ହସାଏ  

ସଭିଙ୍କ ମନେ ପ୍ରେମ କଢ଼ି ହୋଇ ଫୁଟି ଥାଏ ।

କେହି ବୁଝେ ନାହିଁ ହସ ତଳର କୋହ 

ବାନ୍ଧି ରଖେ ସେ ଦେଇ ମାୟା ମୋହ। 

ସତ ପ୍ରେମ ସିଏ  କେବେ ହାରେ ନାହିଁ ।

ଦୁନିଆ ରୀତିରେ ପ୍ରୀତି ଭୁଲେ ନାହିଁ ।



Rate this content
Log in