STORYMIRROR

subhashree pattnaik

Romance Classics Fantasy

3  

subhashree pattnaik

Romance Classics Fantasy

ଭାବ ରେ ତୁମେ

ଭାବ ରେ ତୁମେ

1 min
156

ତୁ ମନ ମନ୍ଦିରରେ ଦେବତା ମୋର,

ମୁଁ ପୂଜାରିଣୀ ତୁ ମୋ ଠାକୁର।।

ନୀତି ପୂଜେ ତତେ ମନେ ମୋର,

ତୋ ଦରଶନ ପାଇ ହୁଏ ଅଧିର।।

ତୋ ବାଟକୁ ରହିଛି ଚାହିଁ,

ଆସିବୁ ଆଉ କେବେ ତୁ ଧାଇଁ ।

ଯାଉ ପଛେ ଯେତେ ଦିନ 

ତୁ ଏକା ମୋର ପ୍ରେମ ସୁଦା ମନ ।।

କେବେ ତୁ ଆସିବୁ କନିଆଁ ସାଜେଇବୁ

ତୋ ଗାଡ଼ି ଦେଖିବାକୁ ଆଖି ରହିଛି ଚାହିଁ।

ଏବେ ତ ଗଲାଣି ବରଷ ଦୁଇ ,

କେବେ ତୁ ଆସିବୁ ଏନେଇ ରହିଛି ତୋ ବାଟକୁ ଚାହିଁ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance