Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subhashree pattnaik

Abstract Classics Fantasy

3  

subhashree pattnaik

Abstract Classics Fantasy

ଜଗା ର ନାଟ

ଜଗା ର ନାଟ

1 min
131


ଗାଧୋଇଲା ଜଗା ସହେ ଆଠ ଗରା

ଅଗୁର ଚନ୍ଦନ ଖୁଆରେ ସେ ଭରା

ନାମ ଦେଲା ସ୍ନାନ ପୂର୍ଣ୍ଣିମା ପରା ।

ପଡ଼ିଲା ଯାଇ ଅଣସର ଘରେ

ଭକତେ ଡାକିଲେ ମଣିମା ମଣିମା ,

ଦେଖା ଦିଅ ଆହେ କାଳିଆ ସୁନା

ସେତ ଭକତ ଆଖିର ଲୁହ 

ଜଗା କେମନ୍ତେ ସାହିବ କୁହ । 

ଦୁଃଖ ‍ଦେଖି ସେ ମନେ ବିଚାରେ 

ଉଭା ହେଲା ଯାଇ ଅଲାର ନାଥ ଠାରେ ।


Rate this content
Log in