STORYMIRROR

subhashree pattnaik

Classics

3  

subhashree pattnaik

Classics

ମୋ ପ୍ରଭୁ

ମୋ ପ୍ରଭୁ

1 min
186


ତୁମେ ରାମ ତୁମେ କ୍ରୀଷ୍ଣା 

ତୁମେ ଭଗଵାନ

ତୁମେ ଆଲ୍ଲା ,ତୁମେ ଯିଶୁ 

ତୁମେ ସର୍ବନାମ । 


 ତୁମେ ଦେଇଚ ଏ ଜୀବନ 

ପ୍ରଭୁ ଭଗବାନ ,

ରଖ ପ୍ରଭୁ ନିଜେ ଆଜି ତୁମ ନାମ

ତୁମେ ସଖା , ତୁମେ ସନ୍ଥ 

ତୁମେ ଜଗନ୍ନାଥ ।


ତୁମେ ଆଶା ତୁମେ ଭକ୍ତି

ତୁମେ ନିଧିକାନ୍ତ

ତୁମେ ଗଢ଼ିଛ ଏ ଜଗତ 

ପ୍ରଭୁ ମହେଶ୍ୱର ।


ରକ୍ଷା କର ପ୍ରଭୁ

ଦେଇ କରୁଣା ତୁମର

ଆମେ ଆସିଚୁ ପ୍ରଭୁ

ତୁମ ସେବା ପାଇଁ ।


ତୁମ ବିନା ପ୍ରଭୁ ଆମ କେହି ନାହିଁ

ତୁମେ ରକ୍ଷା ତୁମେ ଦୀକ୍ଷା 

ତୁମେ ଶକ୍ତିଶାଳୀ

ତୁମେ କର୍ମ ତୁମେ ଧର୍ମ 

ତୁମେ ମହାକାଳୀ ।


Rate this content
Log in

Similar oriya poem from Classics