STORYMIRROR

subhashree pattnaik

Others

3  

subhashree pattnaik

Others

ମା

ମା

1 min
117

ମାଆଟି ମୋର କେଡେ ନିଜର ,

କେଡେ ନିଜର ସେନେହ ତାର ।


ଖାଇ ନଥିଲେ ଖୁଆଇ ଦିଏ ,

ଶୁଆଇ ଦିଏ କୋଳ ରେ ତାର ।


ବାପାଙ୍କୁ କହି କିଣିଦିଅଇ ,

ଖେଳନା ଯାହା ଚାହୁଁଚି ମୁହିଁ ।

 

କାନ୍ଦିଲେ ମୁହିଁ ବୁଝାଇଦିଏ,

ଜହ୍ନ ମାମୁକୁ ଦେଖାଇ ଦିଏ ।


କେତେ ମିଠା ମିଠା କଥା କୁହାଇ,

ପାଖରେ ମୋତେ ସଦ ରଖଇ ।


ମାଆଟି ମୋର କେଡେ ନିଜର,

କେଡେ ନିଜର ସେନେହ ତାର ।



Rate this content
Log in