STORYMIRROR

Jagabandhu Sahu

Romance

2  

Jagabandhu Sahu

Romance

ଷୋଳ ବୟସୀ ପ୍ରିୟା

ଷୋଳ ବୟସୀ ପ୍ରିୟା

1 min
4.7K


ଆଲୋ ମୋ ରୂପସୀ ତୁ ଷୋଳ ବୟସୀ

ହେଉ କିଆଁ ଛନ ଛନ

ରୂପ ତୋର ଗୋରୀ କରିଲାକି ଗୁଣି

ଦିନରେ ବି ଦିଶୁ ଜହ୍ନ

କାଲି ଥିଲି ପରା ଯାଯାବରଟିଏ

ଠିକଣା ଦେଲୁଯେ ତୋର

ସାଥି ହୋଇ ଦୁହେଁ ଚାଲୋ ଗଢିବା

ଆମେ ଗୋଟେ ପ୍ରେମ ଘର

ସେ ଘରେ ମୁଁ ରାଜା ତୁହିଁ ମୋର ରାଣୀ

ଥିବା ଦୁହେଁ ସାଥି ହୋଇ

ରଚିଯିବା ଦୁହେଁ ନୂଆଁ ଇତିହାସ

ପ୍ରେମ କାହାଣୀଟେ ହୋଇ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance