STORYMIRROR

Sai Subhashree Moharana

Abstract

3  

Sai Subhashree Moharana

Abstract

ସ୍ଵପ୍ନ

ସ୍ଵପ୍ନ

1 min
189

ଏମିତି ନିଦ୍ରାରେ

ଆମେ ସୁପ୍ତ ଭାବରେ

ଏହାକୁ ଦର୍ଶନ କରୁ

ଆମେ ତ ଆଉ ଜଗତରେ

କେତେ ବେଳେ ହସୁ

କେତେବେଳେ କାନ୍ଦୁ

ତ କେବେ ଭୟ

ତେ କେବେ ଆଶଙ୍କା

ଯାହା ଆଦେଖା ସ୍ଵପ୍ନ

କେବେ ଆକାଶରେ

କେବେ ପୃଥିବୀରେ

ଉଡି ବୁଲୁ ଭସା ବାଦଲ

ମିଶିଯାଉ ମେଘସାଥେ ।


Rate this content
Log in

Similar oriya poem from Abstract