STORYMIRROR

Sai Subhashree Moharana

Inspirational

3  

Sai Subhashree Moharana

Inspirational

ବିଜ୍ଞାନ ଭିତ୍ତିକ କାଳ୍ପନିକ କବିତା

ବିଜ୍ଞାନ ଭିତ୍ତିକ କାଳ୍ପନିକ କବିତା

1 min
225

ବିଜ୍ଞାନ ସମାଜର ଦାନ

ଆମ ପାଇଁ ବରଦାନ

ବିଜ୍ଞାନ ବିନା ସମର

ଏଠି ସବୁ ସାକାର


ଭାରତ ବର୍ଷ ମଙ୍ଗଳ

ପାଦ ଦେଲେ ଗ୍ରହରେ

କଳ୍ପନାରେ ବିଦିତ ଏ

ସାରା ଧରା ଧାମରେ ଜାତ

ବିଜ୍ଞାନ ଆଜି ବରଦାନ

ସୃଷ୍ଟି ଆଜି ମହାନ


ବିଜ୍ଞାନରେ କଳ୍ପନା ମନରେ

ଭରୁଛି ଆଶ୍ୱାସନା

ବିଜ୍ଞାନ ସାଜିଛି ବିଶ୍ଵାସ



Rate this content
Log in

Similar oriya poem from Inspirational