STORYMIRROR

Sai Subhashree Moharana

Abstract

4  

Sai Subhashree Moharana

Abstract

ପୁରାଣ

ପୁରାଣ

1 min
377

ଆମ ଓଡିଆ

ଆମେ ଓଡ଼ିଆ

ଆମ ପୁରାଣ

ଭାରି ବଢ଼ିଆ


ପଢିଲେ ପୁରାଣ

ମନସ୍କାମ ପୂର୍ଣ୍ଣ

ପ୍ରଭୁ ଶାନ୍ତି 

ଦେବେ ଦରଶନ


ଦୁଖ୍ ସବୁ ନାଶ

ପ୍ରଭୁଙ୍କ ଆଶିଷ

ତେବେ ସେ ବିଶ୍ୱାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract