STORYMIRROR

Sai Subhashree Moharana

Others

4  

Sai Subhashree Moharana

Others

ବିଜ୍ଞାନ ଭିତ୍ତିକ କାଳ୍ପନିକ

ବିଜ୍ଞାନ ଭିତ୍ତିକ କାଳ୍ପନିକ

1 min
321

ବିଜ୍ଞାନରୁ ଜାତ ବିଜ୍ଞାନ

ପୁରାଣରୁ ସୃଷ୍ଟି ହୁଏ

କଳ୍ପନାରେ ଭରା

କଳ୍ପନାରୁ ଜାତ ବିଜ୍ଞାନ


କାହାଣୀରେ ଭରା

ବିଧିରେ ଗଢ଼ା

କହିବାରୁ କଥା

ବିଜ୍ଞାନର ପ୍ରଥା


ଆଜିର ସମାଜ

ଚନ୍ଦ୍ରରେ ଅବତରଣ

ସଭିଙ୍କୁ ଲାଗିଲା

ଅଦ୍ଭୁତ ଆଚରଣ

ପୁଷ୍ପକ ବିମାନ 

ଆଜି ଉଡ଼ାଜାହାଜ


ସବୁ କଳ୍ପନା

ଆଜି ଚିରନ୍ତନ

ବିଜ୍ଞାନ ଆଜି ସବୁ ପ୍ରାପ୍ତ ମନ୍ତ

ସଭିଙ୍କୁ କଳ୍ପନାରେ ଆବଦ୍ଧ

ଆଜି ସତ୍ୟା ସତ୍ୟ ll


Rate this content
Log in