STORYMIRROR

Sai Subhashree Moharana

Others

3  

Sai Subhashree Moharana

Others

ଓଡ଼ିଆ ମହାନ

ଓଡ଼ିଆ ମହାନ

1 min
137

ଯାହା ନାହିଁ ଭାରତେ 

ତାହା ନାହିଁ ଜଗତରେ 

ନଦ ନଦୀ ସ୍ରୋତ

କଳ ନାଦରେ


ମନକୁ କରେ ବିଚଳିତ

ହୃଦୟରେ ହୁଏ ସ୍ତମ୍ଭିତ

ଦେଶର ଦେଖି ସ୍ତୁପ

ଲାଗିଲ ମନରେ ଚୁମ୍ବକ


ଆମ ଭାରତ ମହାନ

ଆମ ଓଡ଼ିଆ ମହାନ

ଆମେ ଓଡିଆ

ଆମ ପ୍ରଦେଶ 

ଆଜି ଜଗତରେ ମହାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍