ନବ ବରଷର ଅନୁଚିନ୍ତା
ନବ ବରଷର ଅନୁଚିନ୍ତା
1 min
192
ନୂତନ ବରଷ
ନୂତନ ସମ୍ଭାର
ଆଶାର ଆଲୋକ
ନିରାଶାଠୁ ଦୂର
ଝିଲମିଲ ଜୀବନ
ଆଲୋକର ପ୍ରତିଦାନ
ଆଦିମ କାଳର ପତନ
କଳିଯୁଗର ଅବସ୍ଥାନ
ଆସ ଆଜି ମିଶିବା
ଦେଶ ପାଇଁ ଜୀବନ ଦେବା
ଏଇ ମନୋଭାବରେ ବଞ୍ଚିବା
ନବ ବର୍ଷ ପାଳିବା
