STORYMIRROR

Sai Subhashree Moharana

Others

3  

Sai Subhashree Moharana

Others

ଖେଳ

ଖେଳ

1 min
129

ଖେଳି ଥାଇ ମୁହିଁ

ମୋବିନା ଗତି ନାହିଁ।

ଖେଳ ନାହିଁ ସମୟ ନାହିଁ


ଖେଳ ଏକ ନିଶା

ସଭିଙ୍କୁ କରେ ପ୍ରଶଂସା

କାହାକୁ ପର

କାହାକୁ ଆପଣାର


ପଶାପାର୍ଲି କରେ ଖେଳ

ସେ ହୁଏ ବୀବ୍ୟାଦି

ସଭିଙ୍କୁ ମନେ ଅର୍ଥମାନ

ପ୍ରାଣ ପୀଡା ଦିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍