ପରକାଳ
ପରକାଳ
1 min
127
କାଳ କହିଲେ ନାହିଁ
ଅତୀତର ଘଟଣା
ଭବିଷ୍ୟତର ବଚନ
ବର୍ତ୍ତମାନର କୁଶାସନ
ପରକାଳ ସେ ପାରି
ଭାରତୀୟମାନେ ଧର୍ମୀ ।
ଆମ ଭାଷା ଓଡ଼ିଆ
ଆମେ କାମକରୁ ବଢ଼ିଆ
ପରକାଳ ଭାରି କଷ୍ଟ
ଯମରାଜ ର କଷଣ ଅନିଷ୍ଟ ।
