STORYMIRROR

Sai Subhashree Moharana

Others

3  

Sai Subhashree Moharana

Others

ଯାଦୁ

ଯାଦୁ

1 min
203

ମନକୁ କିଣେ

ହୃଦୟ ଜିଣେ 

ଯାହା କହେ

ସେୟା କରେ


ଚକ୍ଷୁର ବନ୍ଧନ

ମଣିଷକୁ ପକ୍ଷୀ

ପକ୍ଷୀକୁ ମଣିଷ


ଯାହା ଇଚ୍ଛା

ମନ ଥାଏ

ସବୁ କରେ

ବିଶ୍ୱାସ ଜନ୍ମାଏ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍