STORYMIRROR

Sai Subhashree Moharana

Inspirational

3  

Sai Subhashree Moharana

Inspirational

ପୁସ୍ତକ

ପୁସ୍ତକ

1 min
170

ଶବ୍ଦର ଭଣ୍ଡାର

ଜ୍ଞାନର ମନ୍ଦିର

ବିଦ୍ୟାର ଭଣ୍ଡାର

ପୁସ୍ତକ ସବୁ ସାକାର


ଅଟଇ ସେ ଆଲୋକ

ଅନ୍ଧାର କରେ ଦୂର

ଜ୍ଞାନର କରେ ଆଶିଷ


ଅଶିକ୍ଷିତ ହୁଏ ଶିକ୍ଷିତ

ପଢ଼ି ଗଢନ୍ତି ଭବିଷ୍ୟତ

ନର ନାରୀ ହୁଏ ଶିକ୍ଷିତ

ପୁସ୍ତକ ପଢ଼ି ବିଜେତାର ସୂତ୍ର ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational