Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Inspirational Others Children

3  

RUNALAILA MOHANTA

Inspirational Others Children

ସଫଳତା ପଛେ ଧାଇଁବା

ସଫଳତା ପଛେ ଧାଇଁବା

1 min
208


ପ୍ରମ୍ପ୍ଟ-୭


ସକ୍ଷମ ହେବାକୁ ଧାଅଁ ନାହିଁ କାହା ପଛରେ


କରି ଯାଅ ନିଜ କର୍ମ ବିନା କିଛି ଆଶାରେ


ପରିଶ୍ରମ ଯଦି ଆଜି ସତରେ କରିଥିବ


ମିଳିବ କାଲି ନିଶ୍ଚେ ତାର କର୍ମଫଳ


ପାଇବାକୁ ତାହା ବିଳମ୍ବ ହୋଇପାରେ


ହେଲେ ତୁମର ଯାହା ତାକୁ କେହି ନେଇ ନପାରେ


ବିନା କିଛି ଶ୍ରମରେ ଯିଏ ହୋଇଅଛି ସଫଳ


ଜାଣି ରଖ ତାହା ରହିବ ମାତ୍ର କ୍ଷଣିକ


ଏହା  ଯେ  ନୁହେଁଁ  ମିଛ କି ଗଳ୍ପ


ଯେ ଯାହା କରିବ ଭୋଗିବ ତାହା ନିଶ୍ଚିତ


ତେଣୁ ନ ଧାଇଁ  ସଫଳତା ପଛରେ


ସଫଳକୁ ଗୋଡାଅ ତମ ପଛରେ


ନ ହୋଇ ଦୁର୍ବଳ ନ ଭାଙ୍ଗି ମନ


କରି  ଚାଲ  ଚେଷ୍ଟା  ବାରମ୍ବାର


ଆସିବ ନିଶ୍ଚେ ସେ ଶୁଭର ବେଳ


ଯେ ଦିନ ହୋଇବ ତୁମେ ସଫଳ ।।



Rate this content
Log in

Similar oriya poem from Inspirational