Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHITTARANJAN BARIK

Inspirational

4.0  

CHITTARANJAN BARIK

Inspirational

ହେ ଶୀତ!

ହେ ଶୀତ!

1 min
127


ହେ ଶୀତ 

ତମ ଆଗମନେ

ଜଳବାୟୁ ହୁଏ ଶୁଷ୍କ

ମନୁଷ୍ୟ ଖୋଜନ୍ତି ଶୀତ ବସ୍ତ୍ର।

ଋତୁ ମଧ୍ୟରେ ତୁମେ ଶେଷରେ ଅଛ

ତଥାପି ତୁମ ପ୍ରକୋପ କରେ ସଭିଙ୍କୁ ସ୍ତବ୍ଧ।

କମ୍ବଳ ସ୍ୱେଟର ମଫଲର୍ ଓ ଟୋପି

ଶୀତ ଆଗମନେ ସବୁ ଲୋଡା ହୋଇଥାନ୍ତି।

କୁହନ୍ତି ମାଘ ଜାଡ ଭାଙ୍ଗେ ହାଡ଼

ତଥାପି ତୁମ୍ଭ ଆଗମନେ ଛକରେ ଜମେ ଭିଡ।

ହେ ଶୀତ !

ତୁମ ଆଗମନେ ହୁଏ ଧରା ପୁଲକିତ।



Rate this content
Log in

Similar oriya poem from Inspirational