STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ବରଗଛ

ବରଗଛ

1 min
176

ବରଗଛ କଳ୍ପବଟ କଳ୍ପତରୁ ପରି

କେତେ ନାମ ବହିଅଛ ବିଶ୍ୱେ ଅବତରି

ସତ୍ୟ,ତ୍ରେତୟା,ଦ୍ଵାପର, କଳି

ଚାରି ଯୁଗେ ଅବତର l


ନାମ ବାହିଅଛ ତୁମେ

କେତେ ଯୁଗୁ ହୋଇ ପାରି

କଳ୍ପ ପରି ସବୁ ଇଚ୍ଛା କରୁଅଛ ପୂର୍ଣ୍ଣ

ଶ୍ରୀକ୍ଷେତ୍ରେ ବୋଲାଉଅଛ କଳ୍ପବଟ ନାମ।


ବାଟୋଇ ପାଇଁ ଦିଅ ଶୀତଳ ପବନ

କେତେ ପଶୁପକ୍ଷୀ ଏଠି ହୋନ୍ତି ସମାଗମ।

ବିଶାଳକାୟା ତୁମ ବିଶାଳ ଶରୀର

କଲିକତେ ଅବସ୍ଥିତ ୨୫୦ବର୍ଷର।


ନପୁସଂକ ବନ୍ଧ୍ୟାଦୋଷ ରୋଗ ଦୂର କରି

ସୁଖ ଭରି ଅଛ ତୁମେ ଜୀବନେ ଆମରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational