STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ଭୁବନେଶ୍ଵର

ଭୁବନେଶ୍ଵର

1 min
149

ରାଜ୍ୟର ସ୍ପନ୍ଦନ ଜାତିର ସ୍ପନ୍ଦନ

ଅଟେ ଏ ଭୁବନେଶ୍ଵର

ସକଳ ବ୍ୟାଧି ସକଳ ଯନ୍ତ୍ରଣା 

ଯହିଁ ହରନ୍ତି ତ୍ରିଭୁବନେଶ୍ୱର।

ସର୍ବ ସଦ୍ମର ପଦ୍ମ ଅଟେ ସେ

ପାଖୁଡ଼ା ଦେଇଛି ଖୋଲି

ପ୍ରତି ପାଖୁଡ଼ାରେ ସାଇତି ରଖିଛି

ଜାତି ଜାତି ରଙ୍ଗୋଲି।

ନାମ ଅଟେ ତୋଷାଳୀ

କେତେ ଜନ ମନ ହରି ନେଇଛି 

ଅଟେ ପର ସେ ବର୍ଣ୍ଣାଳୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational