STORYMIRROR

CHITTARANJAN BARIK

Children

3  

CHITTARANJAN BARIK

Children

ବିଦ୍ୟାଳୟ ପରିବେଶ

ବିଦ୍ୟାଳୟ ପରିବେଶ

1 min
121

ପରିବେଶ ପରିବେଶ

ବିଦ୍ୟାଳୟ ପରିବେଶ

୬ ରୁ ୧୪ ବରଷ ପିଲାଏ

କରନ୍ତିରେ ପାଠଚାଷ।


ଶିକ୍ଷକ ସାଜନ୍ତି ପୂଜାରୀ ଏଠାରେ

ପିଲାଏ ଏଠି ଇଶ

ସେହି ଇଶଙ୍କୁ ସମର୍ପି ଦେଇଛୁ

ବିଦ୍ୟା ରୂପ ସମିଧ ।


ସଭିଏ ପଢନ୍ତୁ ସଭିଏ ବଢନ୍ତୁ

ନାରା ଅଟେ ଏହାର

ଏହାକୁ ମାନି ପିଲାଏ ଚଳିଲେ

ଜିଣିବେ କୋଟି ମନର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children