STORYMIRROR

CHITTARANJAN BARIK

Inspirational Others

3  

CHITTARANJAN BARIK

Inspirational Others

ଟ୍ରାଫିକ ସଂକେତ

ଟ୍ରାଫିକ ସଂକେତ

1 min
200

ନାଲି ହଳଦିଆ ସବୁଜ

ନୁହେଁ ୩ଟି ରଙ୍ଗ

ଟ୍ରାଫିକ ପୋଷ୍ଟର ଅଟଇ

ଏହା ୩ଟି ଅଙ୍ଗ।


ଲାଲ ରଙ୍ଗ ଦିଏ ସୂଚାଇ

ଆଗେ ଅଛି ବିପଦ

ସତର୍କ କରାଏ ହଳଦିଆ

ଆଗେ ନାହିଁ ବିପଦ।


ସବୁଜ ଜଳିଲେ ଜାଣିବ

ପଥ ହେଲା ସୁଗମ

ଜୀବନର ଯାତ୍ରା ହୋଇବ 

ସବୁଠାରୁ ରଙ୍ଗୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational