STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ବାପା

ବାପା

1 min
190

"ବା" ରୁ ବାୟୁ 

"ପା" ରୁ ପାଣି

"ପ " ରୁ ପୁଣି ପବନ

ଏ ଦୁଇ ତତ୍ତ୍ୱକୁ ଧାରଣ କରନ୍ତି ଯେ

ସେ ଅଟନ୍ତି ପିତୃ ସମାନ।

“ବାପା” ସେ ତ ୨ଟି ଅକ୍ଷରେ ଶବଦ

ସେ ତ ସେନେହ ପ୍ରେମର ମୁଲକ।

“ବାପା” ସିଏ ଅନ୍ଧାର ବାଟରେ ଆଲୋକ

ଯିଏ ଜୀବନେ ଭରେ ପୁଲକ।

“ବାପା” ସନ୍ତାନର ସିଏ ସନ୍ତକ

ସେ ହରନ୍ତି ସବୁ ସଙ୍କଟ।

ତାଙ୍କ ହାତ ଧରି ବାଟ ଚାଲୁଅଛି

କରିବିନି କେବେ ନିରାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational