STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ଜୀବନ

ଜୀବନ

1 min
131

ଜୀଇଁବାର ମାନେ ଜୀବନ ଏଠି

ବଞ୍ଚିବାର ମାନେ ଜୀବନ।


କିଏ କହେ ଏଠି ରକ୍ତଦାନ ପୁଣ୍ୟ

ଜଳ ହିଁ ଅଟେ ଜୀବନ।


ବିଶ୍ୱାସ ରଖିଲେ ବିଶ୍ୱାସ ଜନ୍ମଇ

ଏହି ତ ବିଧିର ବିଧାନ।


କେମିତି ଭୁଲିବା ଏହି ନିୟମକୁ

ଆମେ ତ ଜୀଉଛୁ ଜୀବନ।


ମଣିଷ ମାନେ ହିଁ ଭୁଲ କରନ୍ତି

ନୁହେଁ ସେ ଗଧ କି ହାତୀ


ଭୁଲ୍ କରି ଯେ ବୁଝିପାରେ ନିଜେ

ସେ ଅଟେ ଉଚିତ୍ ବ୍ୟକ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational