Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Inspirational

3  

Budhadeba Nayak

Inspirational

ଜାଗ ହେ ଜାଗୋ

ଜାଗ ହେ ଜାଗୋ

1 min
128



ଜାଗ ହେ ଜାଗୋ ହୁଅ ସଜାଗ

ତନୁ ମନ ସର୍ବେ ରଖ ସତେଜ

ସମାଜରେ ଉଦାହରଣ ସାଜ  ।


ଜାଗୋ ହେଉ ନବଉଦୟ

ଭ୍ରଷ୍ଟାଚାର ଦେଶୁ ହେବ କ୍ଷୟ

ଆମ ଦେଶକୁ ଭେଟିଦେବା ସୁଖ ସମୃଦ୍ଧିର ସମୟ

ସମାଜ ବିକାଶ ପଥେ ଆମେ ହୋଇବା ଆଗ । 

ଜାଗ ହେ ଜାଗୋ


ଗରିବର ପାଖେ ହୋଇବା ଠିଆ

ଅସହାୟ କୁ ଆମେ ହୋଇବ ସାହା

ଅନ୍ଧକୁ ଦେଖାଇବା ରାହା

କାମେ ତୁଲେଇବା ଏ ସମାଜ ପ୍ରସଙ୍ଗ I  

ଜାଗ ହେ ଜାଗୋ


ବସ୍ତିରୁ ନିର୍ଜନ କର ପ୍ଲାଷ୍ଟିକ

ସ୍ୱଚ୍ଛ ସମୃଦ୍ଧିରେ ରଖ ବସ୍ତିକି

ଦିବା ଭୁଲକୁ ମନେ ପକାଅ ରାତିକି

ପରିବର୍ତ୍ତନ ହୁଅ ଆସୁଥିବା ଆସନ୍ତା ତିଥିକି ।


ଦେଶରୁ ହଟାଅ ଦୁର୍ନୀତି

ପ୍ରକୃତିକୁ କର ସାଥି

ଆମେ ସାହା ସମାଜ ପ୍ରତି

ଏହା ଦ୍ୱାରା ଜିଲ୍ଲାର ହୋଇବ ଉନ୍ନତି

 ହସ ଖୁସିରେ ଚଳିବ ମୋ ଗଜପତି ।  

 ଜାଗ ହେ ଜାଗୋ



Rate this content
Log in

Similar oriya poem from Inspirational