STORYMIRROR

Swatishree Pandit

Inspirational

3  

Swatishree Pandit

Inspirational

ଆକାଶ ଛୁଇଁବା ଆଶା

ଆକାଶ ଛୁଇଁବା ଆଶା

1 min
192

ନିସ୍ତବ୍ଧ ରାତିର ନିର୍ଜନ ରାସ୍ତାରେ

ହଜାଇ ନିଜକୁ ଚନ୍ଦ୍ରର

ଶୀତଳ କିରଣରେ

ଭଙ୍ଗା ସ୍ୱପ୍ନକୁ ରଖି ବୁକୁରେ

ସଂପର୍କର ପାଉଁଜୀ ବେଡ଼ିରେ

ଆଖିରେ ଆଖିଏ ସ୍ୱପ୍ନରେ

ପ୍ରତି ମୁହୂର୍ତ୍ତରେ ପଚାରେ

ଆକାଶ ଛୁଇଁବା ଆଶାରେ

ନିଜ ଡେଣାକୁ ଝାଡ଼ି

ସ୍ଵପ୍ନର ଦିଗନ୍ତ ବିସ୍ତାରୀ

ଅନ୍ତହୀନ ଅସୀମ ଗଗନରେ

ବିହଙ୍ଗ ପରି ଘୁରିବୁଲି

ବିନା ସଂକୋଚରେ

ନିଜ ଭାଗ୍ୟକୁ ନିଜେ ଲେଖି

ପାରିବି କି ଉଡ଼ି କାହାକୁ ନ ଡରି



Rate this content
Log in

Similar oriya poem from Inspirational