STORYMIRROR

Sanjya Tripathy

Abstract Classics

3  

Sanjya Tripathy

Abstract Classics

ସଂଜିତା

ସଂଜିତା

1 min
175


(ଚିନ୍ତାନାୟକ କାଲାମଙ୍କୁ ସମର୍ପିତ)

ଶୋଇ ପଡ଼ରେ ମୋ ଧନ, ଆସୁଛି କାଲଙ୍ଗ ଚାଣ

ଉତ୍ତରାୟଣ ଗତେ ହେବ ମହାପ୍ରୟାଶ

ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ଧ୍ୱସ୍ତ ବିଧ୍ୱସ୍ତ ତୋ ନୀରବ ନୀଡ

ହେଲେନ୍ କେଲେରୀୟ ଆମନ୍ତ୍ରଣରେ

ଅସ୍ଥିମଜାଗତ ତୋ ସପ୍ତନୀଳ ବ୍ୟବସ୍ଥା

ଦେଖ-କହି ରଖୁଛି ତୋତେ

ଗୋକୁଳର ଅବମାନରେ

କାନ୍ଦିବୁନି ମୋଟେ

ତୋର ଲହୁ ଲୁହ ଦାବାନଳ ହୋଇ ଗ୍ରାସିଯିବ

ସଚରାଚର ଖଣ୍ଡମଣ୍ଡଳ-ସମ୍ବ ଖାଣ୍ଡବ

ଆତ୍ମଦାହର ଏଇ କାରୁଣ୍ୟ ଟିକଳ ହିଁ ହେବ

ଚନ୍ଦ୍ରା ଯୁଗରେ ଶହୀଦ୍ ଉକଳାବକ ପ୍ରତି

ଶ୍ରେଷ୍ଠ /ସମୁଚିତ ଶ୍ରଦ୍ଧାଜଂଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract