STORYMIRROR

Satyanarayan Sahoo

Abstract Action Inspirational

4  

Satyanarayan Sahoo

Abstract Action Inspirational

ସ୍ନେହର ପ୍ରତୀକ

ସ୍ନେହର ପ୍ରତୀକ

1 min
241


ରାକ୍ଷୀ ଅଟେ ଭାଇ ପାଇଁ ସ୍ନେହର ପ୍ରତୀକ

ଶ୍ରଦ୍ଧା ଆଦର ଓ ଆଦର୍ଶର ଆଧାରିତ ।

ସ୍ମାରକ ପରା ଏ ଦିଏ ସ୍ନେହ ସେ ଅନେକ

ରଙ୍ଗ ବେରଙ୍ଗ ର ରାକ୍ଷୀ ଯେ ଚିତ୍ତାକର୍ଷକ ।

ଆଦର ରେ ଭାଇର ହାତରେ ଭଉଣୀ ର

ସେ ଅନନ୍ୟ ବିଶେଷତ୍ଵ ହେଉଛି ର।କ୍ଷୀର ।

ରାକ୍ଷୀ ଟିଏ କିଣି ଆଣି ସେ କେତେ ଆଦରି

ଭାଇର ହାତରେ ବାନ୍ଧି ଦେବାପରେ ଧରି ।

ମିଠା ଖୁଆଇ ଦେବାର ନିଆରା ଆନନ୍ଦ

ଅନୁଭବ ପରମ୍ପରା ଅନୁସାରେ ସିଦ୍ଧ ।

ହୋଇ ଚାଲି ଆସିଛି ଯେ ଚଳି କେତେ କାଳୁ

ଗହ୍ମା ପୂର୍ଣ୍ଣମୀ ତିଥିରେ ପାଳନ ତା ' କରୁ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract