STORYMIRROR

Dipti lekha Mishra

Horror Tragedy

2  

Dipti lekha Mishra

Horror Tragedy

ସମୟର ଉପହାସ

ସମୟର ଉପହାସ

1 min
112

ଫନି ଆସିଲା ଫଣା ଟେକି

ଅଧା ଓଡିଶାକୁ ନଷ୍ଟ କଲା

ଫନି ଆସିଲା ଅବେଳଟାରେ

ଖୁସିକୁ ମାରି ଖୁସି ହେଲା ॥


କାହାର ଜୀବନ ନେଲା

କାହାର ଛାତରୁ ଘୋଡଣୀ

ଗଛଲତାଙ୍କୁ ବି ମାରିଦେଲା

ପଶୁପକ୍ଷୀଙ୍କୂ ବି ଛାଡିଲାନି ।


କାହାର ଧନ ନେଲା ତ

କାହାର ମନ ନେଇଗଲା

କାହାକୁ କନ୍ଦେଇଲା ତ

କାହା ନିଦ ଚୋରାଇଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror