STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ସମୟର ବିବର୍ତ୍ତନ

ସମୟର ବିବର୍ତ୍ତନ

1 min
504

ମନେ ପଡ଼େ ଆଜି ମୋର ପିଲା ଦିନ କଥା 

ଅତୀତ ର କଥା ଭାବି ମନେ ପାଏ ବ୍ୟଥା   ।     ଚାଉଳ ମୁଠାଏ ନେଇ ଅଗଣା ରେ ଥୋଇ

କାଆ କାଆ ଶବ୍ଦ କରି କୁଆ କୁ ଡକାଇ।

ଚାଉଳ କୁ ଖାଇ କହ ଆସିବେ କି ଅଜା

ଆଈ ଅଜା ସାଙ୍ଗେ ମିଶିକରିବିକି ମଜା।

ପ୍ରତୀକ୍ଷା ଉତ୍କଣ୍ଠା ଆଉ ନାହଁ କାହା ଚିତ୍ତେ

ଦୂରଭାଷ ଯନ୍ତ୍ର ଆଜି ସମସ୍ତ ଙ୍କ ହାତେ।

ନାହିଁ  ଆଉ ଦାଣ୍ଡେ ଧୂଳି ବୋହୂ ଚୋରି ଖେଳ

ସାଙ୍ଗ ମେଳେ ଧୂଳି ଖେଳ ଗୁଡ଼ି ଉଡା ଵେଳ।

କଙ୍କି ପ୍ରଜାପତିି ପଛେ କେହି ନ ଵୁଲଇ

ବଟପତ୍ର ଚକ୍ରିକରି କେହି ନ ଧାମଇ।

ପରିଵ୍ୟପ୍ତ ଧରିତ୍ରୀ ଯେ ହୋୋଇଛି ସକୀଣ୍ଣ

ବିିିକଶିିିତ ମଣିଷର ଇଚ୍ଛା ହେଳେ ପୂଣ୍ଣ।

ଇଣ୍ଟରନେଟରେ ରେ ମଜ୍ଜଜି ସାରା ଦିିିନ

ଭାଵୁଛି ନିଜକୁ ସବୁଠାରୁ ଭାଗ୍ୟବାନ।

ବିକାଶ ଦେଖଇ ହେଳେ ନ ଦେଖେ ବିନାଶ।

ପ୍ରତିଦିନ ପିିିଏ ସେତ ଅଳ୍ପ ଅଳ୍ପ ବି ଷ।

ଦୂୂୂରଭାଷ ସସ୍ପର୍ଶ ରେ ନିଶିଦିନ ରହି

ରୋଗକୋଳେ କବଳିତ ହେବତାର ଦେହି।

ଅତି ଆବଶ୍ୟକେ ଯନ୍ତ୍ର ବ୍ୟବହାର କର

ନୋହିଲେ ମାଡିିଆଶିବଜୀବନରେ ଅନ୍ଧାର।

କଳ ବଶ କଳି କାଳେ ନିଜ କୁ ନ କର

ନିଜ ସାମଥ୍ୟ ବିଶ୍ୱସିି ଯନ୍ତ୍ର ପରିହର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational