Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ସମୟ

ସମୟ

1 min
203



ସମୟର ଆହ୍ଵାନରେ ସୃଷ୍ଟିହୁଏ ଆତଯାତ,

ସମୟ ହିଁ ଭାଙ୍ଗିପାରେ କଂସ ରାବଣର ଗର୍ବ ଅହଂକାର |


ସମୟ ହିଁ ବଦଳାଇ ଆମ ତନୁ-ମନ,

ସମୟ କହିବ ଏକା ପୂର୍ବ ଇତିହାସ |

ସମୟ ଦେଖିଛି କେତେ ହିଂସା ପ୍ରତିବାଦ,

ସମୟ ହିଁ ମୁକସାକ୍ଷୀ ଯୁଗ ଯୁଗାନ୍ତରେ |


ସମୟ ହିଁ ବଳବାନ ଅତ୍ୟନ୍ତ ନିଷ୍ଠୁର,

ସମୟ କେବେ ଦିଏନି କିଛି ପ୍ରତିଶ୍ରୁତି |

ସମୟ ପାପକୁ କେବେ ଦିଏନାହିଁ କ୍ଷମା,

ସମୟ ବି ଯାଚିଦିଏ ବୟସର ଛାପ |


ସମୟ ହିଁ ନେଇଯାଏ ସବୁ ଦୁଃଖ-ଶୋକ,

ସମୟ ଅଦୃଶ୍ୟ ପୁଣି ସମୟ ଅଜେୟ |

ସମୟର ସୀମାଅଛି ରହିଛି ଶୃଙ୍ଖଳା,

ସମୟର ଚକ ପୁଣି ଅତ୍ୟନ୍ତ ପ୍ରଖର |


ସମୟକୁ ବାନ୍ଧିରଖି ପାରିନାହିଁ କେହି,

ସମୟ ଇଙ୍ଗିତେ ଚାଲେ ଏ' ସୃଷ୍ଟିର ଗତି |

ସମୟ ଈଶ୍ୱର ପୁଣି ସମୟ ପ୍ରକୃତି |

000


Rate this content
Log in

Similar oriya poem from Classics