STORYMIRROR

Ram Prasad Bisoi

Tragedy

2  

Ram Prasad Bisoi

Tragedy

ସ୍ମୃତି ଏକ ରୂପା ଜହ୍ନ-୩

ସ୍ମୃତି ଏକ ରୂପା ଜହ୍ନ-୩

1 min
13.1K


ସ୍ମୃତି------------------।

ତମ ଚେହେରା ଦେଖିଛି

ଛବି ରେ

କଣ୍ଠ ସ୍ୱର ଶୁଣିନିତ କେବେ !

କିନ୍ତୁ ହେଇଛି କଥା ଅନେକ ଥର,

ଉଡି ଗଲ ପକ୍ଷୀଟିଏ

ହୋଇ ଅନେକ ଦୂର,

କରି ସାଥି

ସମୟର ଭସା ବାଦଲ,

ନୀରବରେ

କାନ୍ଦି ସହିଛ କେତେ କଷଣ,

ଆଖି ବୁଜିଲେ ତମେ

ଆଖି ଖୋଲିଲେ ଟମେ,

କାହାକୁ କହିବି ମନକଥା,

ଶେଷରେ

ତମେ ହସି କହିଲ

ଏତିକି,

ଯିବିନି ଛାଡି ତୁମକୁ କେବେ

କି ? ଅବା

ପ୍ରୟୋଜନ ପ୍ରବାସୀ ହେବା ,

ତମ ଭଲ ପାଇବା

ଆଗରେ

ହାରିଗଲି ମାନସ ମୋର,

ତୁମ ବିନା

ମୁଁ ଛାଡି ଦେବି ପଛେ

ଏ ସଂସାର ,

ତମେ ମୋର

ଇହକାଳ, ପରକାଳ ଦେବତା,

ସ୍ମୃତି ତମେ ମୋ ରୂପା ଜହ୍ନ ।


ରାମ ପ୍ରସାଦ ବିଶୋଇ ।

ରାୟଗଡା ।

ତା-୧୮-୦୫-୧୬ ।

ସମୟ-ରାତ୍ର-୯-୦୭ ମିନିଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy