STORYMIRROR

Sunanda Mohapatra

Romance Tragedy Others

3  

Sunanda Mohapatra

Romance Tragedy Others

ନା ତତେ

ନା ତତେ

1 min
160

ନା ତତେ ଦେଖୁଚି ନା ତତେ ଖୋଜୁଛି 

ନା ତୋ ଉପରେ ରାଗିଚି ନା ଅଭିମାନ ବି କରିବାକୁ ଚାହୁଛି

ନା ଏମିତି ନା ସେମିତି କେଜାଣି କେମିତି କାହିଁକି 

ତୁ ମୋର କେବେ ନ ଥିଲୁ ଜାଣିଲା ପରେ ବି ତତେ ମୁ ଭଲ ପାଉଛ 

କେବଳ ଆଉ କେବଳ ତୋ ଭଲ ହିଁ ଚାହୁଛି

ଜଣେ ତ ଖୁସି ରେ ରହୁ ଆମ ଭିତରୁ ହେଲେ ଏଇଟା ହିଁ ଭାବୁଛି 

ତୋ ଖୁସି ରେ ମୁ ତତେ ଅନ୍ୟ କାହା ସହ ଦେଖିବା କଷ୍ଟ ବି ହସି ହସି ସହିଯିବି ଯେତେ ଦିନ ପାରିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance