STORYMIRROR

Sunanda Mohapatra

Romance Tragedy Others

3  

Sunanda Mohapatra

Romance Tragedy Others

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
117

ଶୁଭ ଦୀପାବଳି ତୁମକୁ ଲୋ ମୋ ପ୍ରିୟା 

ଯୋଉଠି ଥାଅ ଭଲ ରେ ଥାଓ 

ତୁମ ପାଇଁ ନୀତି ମାଗୁଛି ପ୍ରଭୁ ଙ୍କୁ 

ମୋ ପ୍ରେମ ରେ ମୋ ପ୍ରିୟା ର ଚଳାପଥକୁ ପ୍ରଭୁ ହେ ଆଲୋକ ରେ ଭରିଦିଅ ।


ମୋ ପ୍ରିୟା ବୁଝେନା ଅବୁଝା ଟିକେ ସେ 

ତା ଉପରେ ନଜର ଟିକେ ପ୍ରଭୁ ରଖିଥାଓ 

ବୟସ ରେ ସିନା ବଢ଼ିଛି ମୋ ପ୍ରିୟା 

ବୁଦ୍ଧି ରେ ତୁମେ ତାକୁ ଟିକେ ସହାୟ ହୁଅ।


ଛୋଟ ପିଲା ପରି ଅଝଟ କରେ ସେ 

ଭଲ ମନ୍ଦ ମୋ ପ୍ରିୟା କିଛି ବୁଝିପାରେନା

ଆମ ରାସ୍ତା ସେ ଅଲଗା କଲେ ବି ମୁଁ ତା ଚିନ୍ତା ମୋ ମଥା ରୁ କାଢି ପାରେନା ।


ଶୁଭ ଦୀପାବଳି ତୁମକୁ ଲୋ ମୋ ପ୍ରିୟା 

ଯୋଉଠି ଥାଅ ଭଲ ରେ ଥାଓ ।


              .



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance