STORYMIRROR

Sunanda Mohapatra

Romance Others

3  

Sunanda Mohapatra

Romance Others

ତୁମେ ଠିକ୍

ତୁମେ ଠିକ୍

1 min
175

ତୁମେ ଠିକ୍ କହିଥିଲ ମୁଁ ଗୋଟେ ପାଗଳ 

ମୁଁ ବି ଆଜି ମାନି ନେଉଛି ହଁ ମୁଁ ପାଗଳ ଧନ

 କିନ୍ତୁ ତୁମ ପ୍ରେମ ରେ 

ତୁମେ ଠିକ୍ ବୁଝିଥିଲ ମୁଁ ବହୁତ ଅବୁଝା 

କିନ୍ତୁ ତୁମ ଆଗରେ ନୁହେଁ ଦୁନିଆଁ ଆଗରେ 

ମୁଁ ତୁମକୁ ବୁଝିବାକୁ ଯାଇ ତୁମକୁ ଭଲ ପାଇଛି ପ୍ରିୟା 

ମୋ ହୃଦୟ ରେ ତାପରେ ମୁଁ ତୁମ ଛଡ଼ା ଏ ଦୁନିଆଁ ର କୁ ନୀତି ନିୟମ କୁ ପାଇନି ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance