STORYMIRROR

suchismita Sahu

Romance

4  

suchismita Sahu

Romance

ତୁ ଆଉ ମୁଁ

ତୁ ଆଉ ମୁଁ

1 min
300


ମୁଁ ଦେହ ହେଲେ

ତୁ ମୋ ସ୍ପନ୍ଦନ

ମୁଁ ଆଶା ହେଲେ

ତୁ ମୋ ବନ୍ଧନ

ମୁଁ ବିହଙ୍ଗ ହେଲେ

ତୁ ମୋ ଗଗନ

ମୁଁ ନିଦାଘ ହେଲେ

ତୁମେ ମୋ ଶ୍ରାବଣ

ମୁଁ ନିଦ ହେଲେ 

ତୁ ମୋ ସପନ

ମୁଁ ତୃଷ୍ଣା ହେଲେ

ତୁ ମୋ ଜୀବନ

ମୁଁ କଣ୍ଠ ହେଲେ

ତୁ ମୋ ସ୍ୱର 

ମୁଁ ଫୁଲ ହେଲେ

ତୁ ମୋ ଭ୍ରମର

 ମୁଁ ନଦୀ ହେଲେ

ତୁ ମୋ ସାଗର

ମୁଁ ଦେହ ହେଲେ,

 ତୁ ମୋ ଛାଇ

 କେବେ ପାରିବିନି ମୁଁ 

ତୋ ବିନା ରହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance