ପ୍ରେମ ସମ୍ପର୍କ
ପ୍ରେମ ସମ୍ପର୍କ
ମା' ଓ ପୁତ୍ର
ଭଉଣୀ ଓ ଭାଇ
ସମ୍ପର୍କ ମଧ୍ୟରେ ପ୍ରେମ
ସୃଷ୍ଟି କରେ
ସ୍ନେହ ଓ ମମତା
ସ୍ନେହ ବନ୍ଧନ
ମାତାପିତା ପରମେଶ୍ବର
ସମ୍ମାନ ଓ ଶ୍ରଦ୍ଧା ସବୁରି ଆସନ ।
ପ୍ରେମ ପ୍ରେମ ପ୍ରେମ
ଶ୍ରୀ ରାମ ପ୍ରତି
ଶବରୀ ପ୍ରେମ
ଛୁଁଆ ଅଛୁଁଆ ଭେଦଭାବ ହିନ
ପ୍ରେମ ମଧୁବନ
ରାଧା ଓ ଶ୍ରୀକୃଷ୍ଣ ।
ପ୍ରେମ ପବିତ୍ର ଅମର ଶାଶ୍ବତ
ହୃଦୟ ନଳିନୀ ବନ
ମହ ମହ ବାସ ଚନ୍ଦନ
କଳସୀ ଭରା ଅମୃତ
ସ୍ବର୍ଗୀୟ ପାରିଜାତ କାନନ ।

