STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ସ୍ମରଣିକା 

ସ୍ମରଣିକା 

1 min
1


ଓଡ଼ିଆ ଭାଷାରେ ବଣିକ 
ମହିଳା କବି ସେ ସତେ ମାଣିକ 
ବିଦ୍ୟୁତପ୍ରଭା ଙ୍କ ଆଭା ଓଡିଶାଯାକ 
ସେ ଥିଲେ ଛାତ୍ରୀ 
ରେଭେନ୍ସା ପରି ଛତ୍ରୀ 
ପଢିଥିଲେ ପାଠ ନବମ 
ପିତାଙ୍କ ବନ୍ଧୁମାନଙ୍କ ସଂସ୍ପର୍ଶରେ 
ଲେଖିଲେ କବିତା ଧନ୍ୟ ଜନମ 
ଶିଖିଲେ ଅନ୍ୟ ଭାଷା ରଖି ଉଚ୍ଚ ଆଶା
ଧରି ପର ଅବା କାଳି କଲମ
ଓଡ଼ିଆ ଭାଷାରେ କବିତାକୁ କରି ମଲମ
ଧନ୍ୟ କଲେ ଜନମ
ବଡ଼ ଭଉଣୀ ବାସନ୍ତୀ
ହୋଇଥିଲେ ବଡ଼ ସାଥି
ସାହିତ୍ୟ ର ଧରି ପଲମ
ଲେଖିଗଲେ କବୀ କବିତା
ମନ ପ୍ରାଣ କରେ ଉପଶମ
ଥିଲେ ଅଭିଳାଷ ହୁଏ ପୁରା ଆଶ
ମିଳେ ଆଶିଷ ଅଶେଷ
ଶିଖି ଶିଖାଇଲେ ଶ୍ରେଷ୍ଠ ନାରୀ କବି
ବିଦ୍ୟୁପ୍ରଭା ପରି କବି କବିତାରେ ଅନୁପ୍ରାସ
ସାଥେ ବ୍ୟାକରଣ ଅଳଙ୍କାର ଅଶେଷ


Rate this content
Log in

Similar oriya poem from Abstract