ଶୁନ୍ୟ-ଅମ୍ଳାନ ଅରୁଣ୍ୟନ
ଶୁନ୍ୟ-ଅମ୍ଳାନ ଅରୁଣ୍ୟନ
କି ? ଉପମା ଦେବି
ତୁମକୁ
ହୃଦୟ ତ ଦେଇସାରିଛି
କେବେଠୁ
ନିଠର ପଥରକୁ ଦେଇ ପ୍ରାଣ
କାଳ ହାତରେ ସମର୍ପି
କୋଳ ଠାରୁ କରିଲ ଦୂର-------!
ତୁମ ବିରହେ,
ଆପଣାଇ ନେଲି ଶବ୍ଦ ସମ୍ଭାର
ତୁମେ କବିୟତ୍ରୀ
ଜହ୍ନ
ମୁଁ ଦୂର ପୃଥିବୀରେ ବଞ୍ଚି ଚାଲିଥିବା
ଅପରିଚିତ
ଅନ୍ତରିକ୍ଷ ଜୀବ----------!!
କଳ୍ପନାରେ ଖାଲି କଳ୍ପନାରେ
ଦିନସାରା ଉଡିବୁଲି,
ରାତ୍ରିର ଅନ୍ଧାରେ କେବଳ ତୁମ କୋଳ
ସାନିଧ୍ୟ ଖୋଜିଚାଲିଥିବା
ପ୍ରେମିକ
ନିଷ୍ପାପ ଅବୋଧ ଶିଶୁ
ସ୍ମୃତିର
ଶୁନ୍ୟ-ଅମ୍ଳାନ ଅରୁଣ୍ୟନ ------------!!!
©®କାଶ୍ୟପ,ରାୟଗଡା