ଶୁଖିଲା ପତ୍ର
ଶୁଖିଲା ପତ୍ର
ଝରାପତ୍ର ପରି ଝରି ପଡୁଅଛି
ଅକାଳରେ କେତେ ଜୀବନ,
କହିଦିଅ ଥରେ ଯେତେ ଲୀଳା ଖେଳା
ସବୁ ତୁମ କୃତ ବିଧାନ ।
ଆଶାରେ କାହିଁକି ଚାହିଁବ କିଏ ବା
ତୁମ ହାତ ଯଦି ବନ୍ଧା,
ଏମିତି କି କେହି କରିପାରେ ପର
ପରସ୍ପର ଯଦି ଛନ୍ଦା ??
ଝରାପତ୍ର ପରି ଝରି ପଡୁଅଛି
ଅକାଳରେ କେତେ ଜୀବନ,
କହିଦିଅ ଥରେ ଯେତେ ଲୀଳା ଖେଳା
ସବୁ ତୁମ କୃତ ବିଧାନ ।
ଆଶାରେ କାହିଁକି ଚାହିଁବ କିଏ ବା
ତୁମ ହାତ ଯଦି ବନ୍ଧା,
ଏମିତି କି କେହି କରିପାରେ ପର
ପରସ୍ପର ଯଦି ଛନ୍ଦା ??