sumita behera
Inspirational Others
ରଖିବାର ପାଇଁ
ମନକୁ ଆୟତେ
ଅଜସ୍ର ପ୍ରୟାସ କରେ,
ମନ ବୁଦ୍ଧି ଅହଂ
ମାୟାରେ ଆବୋରି
ମୁକୁଳିବା ପନ୍ଥା ହାରେ।
ଉପଦେଶ ବଡ଼
ଦିଆନିଆ ଚାଲେ
ମରମ ଛୁଇଁ ନ ପାରେ
କାଲି କାଲି କହି
ସରିଆସେ ଦିନ
ଧରମ ଅନେକ ଦୂରେ।
ନାଗଫାଶ
ପ୍ରୟାସ
ଧରା
ମନ ରେ
ପ୍ରଳାପ
ମିଛ ରାଣୀ
ଆସ ନା
କୋହଟିଏ
ସପନ
ଏଇ ତ ଜୀବନ
ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ ଦେଉଅଛୁ ଆଶୀର୍ବାଦ ନାମ ରଖିବୁରେ ଆମ ଅଞ୍ଚଳରେ ଥିବ ଗୁରୁ ଆଶୀର୍ବାଦ। ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ ଦେଉଅଛୁ ଆଶୀର୍ବାଦ ନାମ ରଖିବୁରେ ଆମ ଅଞ୍ଚଳରେ ଥ...
ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll ରକତ ଟଳ ମଳକୁ ଖଇର ପାଞ୍ଚ ପଳ l ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll
ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହରୀ କଳିଙ୍ଗ ବୀର ସେ... ଫିରୀଙ୍ଗୀ ଫଉଜ ଗରଜି ଉଠିଲା ପାରିକର ନଦୀ ଆରେ ତୁରନ୍ତ l ସେ କି ଜାଣିଥିଲା ତୁଠରେ ପ୍ରହ...
ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll ଏ ମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l କୁବେର ପୁତ୍ରେ ତାରିଲେ ପତିତପାବନ ll
ଯା" କୋଳରେ ଥରେ ମଥା ରଖିଦେଲେ ଆତ୍ମା ହୋଇଯାଏ ତୃପ୍ତି ମାଆ ଡାକି ଦେଲେ ମମତାମୟୀରେ ଗରବରେ ଫୁଲେ ଛାତି । ଯା" କୋଳରେ ଥରେ ମଥା ରଖିଦେଲେ ଆତ୍ମା ହୋଇଯାଏ ତୃପ୍ତି ମାଆ ଡାକି ଦେଲେ ମମତାମୟୀରେ ...
ଜାଗିଉଠ କବି ଜାଗିଉଠ କବି
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା କୋଳାଗ୍ରତ କରି ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା...
ନିଜର ମାଆକୁ ସମ୍ମାନ ଦେବାକୁ କୁଣ୍ଠିତ ଆମର ନେତା, ମାତୃଭୂମି ପ୍ରତି ନାହିଁ ତିଳେଭକ୍ତି ମାତୃଭାଷା ଲାଗ ନିଜର ମାଆକୁ ସମ୍ମାନ ଦେବାକୁ କୁଣ୍ଠିତ ଆମର ନେତା, ମାତୃଭୂମି ପ୍ରତି ନାହିଁ ତିଳେଭକ୍ତି ମାତ...
ଉଚ୍ଚାସନେ ବସି ତଳୁଏ ଉପେକ୍ଷି ବଡ ଲୋକର କି ପ୍ରଂଶସା ହୋଇବ ସ୍ବାର୍ଥେ ଦେଇ ମତ୍ତି ଉଚ୍ଚାସନେ ବସି ତଳୁଏ ଉପେକ୍ଷି ବଡ ଲୋକର କି ପ୍ରଂଶସା ହୋଇବ ସ୍ବାର୍ଥେ ଦେଇ...
କହ କହ ପୋକ ତୋର ସେ ବୃତ୍ତାନ୍ତ କରିଥିଲୁ ଯାହା ପାପ ସତର୍କ ହେବି ମୁଁ ସହିବି ପଛକେ ଏବେଠାରୁ ଶୋ କହ କହ ପୋକ ତୋର ସେ ବୃତ୍ତାନ୍ତ କରିଥିଲୁ ଯାହା ପାପ ସତର୍କ ହେବି ମୁଁ ସହିବି ପଛକେ ...
କେହି ଲୋଡ଼େ ମୋତେ ଦେବତା ପୂଜନେ କେହି ଅବା ପଠନ ରେ ଥିଲେ ବି ଯେଠାରେ କରେ ନାହିଁ ହେଳା କର୍ତ୍ତବ୍ୟ କେହି ଲୋଡ଼େ ମୋତେ ଦେବତା ପୂଜନେ କେହି ଅବା ପଠନ ରେ ଥିଲେ ବି ଯେଠାରେ କରେ ନାହିଁ ହେଳା କର୍...
ବନ୍ଧୁ ଯେ ଦର୍ପଣ ବନ୍ଧୁ ଯେ ତର୍ପଣ ଲକ୍ଷେ ପୂଣ୍ୟଫଳ ବନ୍ଧୁ । ବନ୍ଧୁର ତାରଣେ ବନ୍ଧୁର କାରଣେ ପଙ୍ଗ ବନ୍ଧୁ ଯେ ଦର୍ପଣ ବନ୍ଧୁ ଯେ ତର୍ପଣ ଲକ୍ଷେ ପୂଣ୍ୟଫଳ ବନ୍ଧୁ । ବନ୍ଧୁର ତାରଣେ ବନ୍ଧୁର କାରଣେ...
ଅଢେଇ ଦିନର ମଣିଷ ଜୀବନ ଫୋଟକାର ସମ ତୁଛ ପଡିଲେ ପଥର ହେବାନି କାତର ହେବାରେ ଫଳନ୍ତି ଗଛ । ଅଢେଇ ଦିନର ମଣିଷ ଜୀବନ ଫୋଟକାର ସମ ତୁଛ ପଡିଲେ ପଥର ହେବାନି କାତର ହେବାରେ ଫଳନ୍ତି ଗଛ ।
ଶୀତ ସକାଳର ସ୍ମୃତିଚାରଣ ଶୀତ ସକାଳର ସ୍ମୃତିଚାରଣ
" (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି ଚୁଡା, ମୁଢି, ଖଇ ଆଣିଛ... " (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି...