STORYMIRROR

sumita behera

Romance Tragedy

3  

sumita behera

Romance Tragedy

ନାଗଫାଶ

ନାଗଫାଶ

1 min
211

  ଛଳନାର ନାଗଫାଶ

  ଦଂଶେ ଏତେ ପ୍ରାଣକୁ

  ସଂଚରେ ବିଷର ଜ୍ୱାଳା

  ଦେହ ଆଉ ମନକୁ;

  ତଥାପି ଅମୃତକୁମ୍ଭ

  ଦିଏ ଯାଚି ତୁମକୁ

  ତୁମ ଛଡା ଏତେ ଭଲ

  ପାଏନା ଯେ କାହାକୁ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance