STORYMIRROR

sumita behera

Tragedy Others

2  

sumita behera

Tragedy Others

କୋହଟିଏ

କୋହଟିଏ

1 min
121

 ତୁମେ ନୁହଁ, ତୁମେ ନୁହଁ 

 ମୋ ରାହାର ଅହାଟିଏ

 କେଉଁ ଏକ ଅପନ୍ତରା,ଅପହଞ୍ଚ ଇଲାକାର

 ତୁମେ ବ୍ୟଥାଭରା କୋହଟିଏ......


 କାୟାଠାରୁ ଛାୟା ମୋର 

 କେବେଠୁ ହଜିଛି          

 ମୁଁ ଏକ ଶୀତଳ ପିଣ୍ଡ ଅଜଣା, ବନ୍ଧୁର ପଥରେ     

 ନିଜ ଶବ ନିଜେ ବୋହି ଚାଲୁଛି                  

                     

 ଦୁଃଖ ମୋର, ମୋର ଥାଉ 

 ସୁଖରେ ମୁଁ ଅବଶ୍ୟ ଖୋଜିବି

 ଝରିଗଲେ ବିନ୍ଦୁଏ ବି ଅଶ୍ରୁ ତୁମ

 ମୋ ପଣତ ନିଶ୍ଚୟ ପାତିବି...

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Tragedy