ଶୁଭ ସକାଳ
ଶୁଭ ସକାଳ
ପ୍ରତିଟି ସକାଳ ଫୁଲ ପରି ଆସେ
ହସି ହସାଇବା ପାଇଁ
କାମନାର ସେତ ଶୁଭ କୁଂଭଟିଏ
ଆସେ ସେ କଲସ ହେଇ ;
ଆସେ ପକ୍ଷୀ ପରି ଗୀତ ଗାଇ ,
ଶିବାଳୟେ ସେ ତ ଦୀପ ପରି ଜଳେ
ଜଗତ କଲ୍ୟାଣ ପାଇଁ ।
ମନ ମୋର ତୁମ୍ଭ ଶୁଭ ମନାସୁଛି
ଅଂତରରୁ ଦୂରେ ଥାଇ ,
ସୁଖ ସଉଭାଗ୍ୟ ଦିଅଂତୁ ଜୀବନେ
ବିଶ୍ବପିତା ବିଶ୍ବ ସାଇଁ ।
