STORYMIRROR

Debendra Mishra

Children

3  

Debendra Mishra

Children

ଶରତ

ଶରତ

1 min
179

ବରଷାର ଅନ୍ତେ ଶରତ ଅlଗତେ

ନିରିମକ ଏ ଜଗତ

ସ୍ୱଚ୍ଛ ଜଳରାଶି ଧରଣୀଟି ସ୍ୱଚ୍ଛ

ଦଶଦିଗ ସୁଶୋଭିତ


ନଦୀ ପଠl ଆଉ ବିଲ ପlଟେ ଫୁଟେ

କlଶତଣ୍ଡୀ ଦିଶେ ଧଳା

ନାଲି ଧଳା କଇଁ ପୋଖରୀରେ ଫୁଟି

ପିନ୍ଧିଛି କାଇଁଚ ମାଳା


ନାନା ଜାତି ଫୁଲ ଫଳର ସମ୍ଭାର

ଗାଲିଚା ପରିକା ଦୁବ

ଏ ଫୁଲେ ସେ ଫୁଲେ ଉଡେ ପ୍ରଜାପତି

କେତେ ରଙ୍ଗ କେତେ ଭାବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children