STORYMIRROR

Debendra Mishra

Inspirational

3  

Debendra Mishra

Inspirational

ଅଭିଯୋଗ_________

ଅଭିଯୋଗ_________

1 min
140

ସବୁଜ ଯୁଗର କବି ମଧ୍ୟେ ସାର

  କୁନ୍ତଳା କୁମାରୀ ନାମ

ତାଙ୍କ ଅଭିଯୋଗ ବିଜୟୀ ସୁଯୋଗ

  ବାଗ୍ମୀ କବୟିତ୍ରୀ ସୁନାମ

ଲେଡୀ ଅଫ ଦି ଲେକ ପରି କେତେ ଲେଖା

  ଲେଖି ସେ ନାରୀ ରତନ

ନିପୁଣ ପ୍ରତିଭା କରି ଦେଶ ସେବା

  ନାନା ପ୍ରତିଭା ସମ୍ମାନ

ଦେଶର ଶ୍ରେଷ୍ଠ ରାଜ୍ୟରେ ପ୍ରଥମ

  ନେତ୍ରୀ ଭାବେ ପ୍ରତିଷ୍ଠିତ

ଇଂରାଜୀରେ ତାଙ୍କ ଅସୀମ ପାଣ୍ଡିତ୍ୟ

  ସମ୍ମାନରେ ସମ୍ମାନିତ

ମହାତ୍ମା ଗାନ୍ଧୀଙ୍କ ପଟ୍ଟ ଶିଷ୍ୟ ସିଏ

  ଥିଲେ ସେ ଅନୁଗାମୀ ନି

ଝୁରୁଛି ଏ ଦେଶ ଝୁରୁଛି ଏ ଜାତି

  ଯୁଗେ ଯୁଗେ ସ୍ଵାଭିମାନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational