STORYMIRROR

Debendra Mishra

Inspirational

3  

Debendra Mishra

Inspirational

ଅମର ରାଷ୍ଟ୍ର

ଅମର ରାଷ୍ଟ୍ର

1 min
152

ଦେଶ ଓ ଦଶର ମହାନାୟକ ଯୁଗ ଜନ୍ମା

ଅମର କୃତ୍ତି,

ବିଜୟର କୁଝଟିକା ,

ଅତୀତର ଦିଗ ବିଜେତା,

ମହାପୁରୁଷଙ୍କ ପଦାରେବିନ୍ଦରେ

ଅନନ୍ତ କୋଟି ପ୍ରଣାମ,

ରାଷ୍ଟ୍ରର ବିଜୟ ଧ୍ଵଜାର

ବାର୍ତ୍ତା ବହ,

ଦୀନହୀନ ଭାରତୀୟଙ୍କ ଅଧୁରା

ସ୍ବପ୍ନର ଅମର ରାଷ୍ଟ୍ରର ବାର୍ତ୍ତାବହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational