STORYMIRROR

Debendra Mishra

Classics Fantasy

3  

Debendra Mishra

Classics Fantasy

ପ୍ରେମ

ପ୍ରେମ

1 min
814

ପ୍ରେମ ପlରlବାର ସ୍ବପ୍ନର ସାଗର

   ବିଶାଳ ଏହି ପ୍ରାଚୀର

ପ୍ରସ୍ଫୁଟି ତ ସର ନବ କଳେବର

   ଶାନ୍ତ କାନ୍ତ ଏହି ଦ୍ଵାର

ରତ୍ନାକର ସ୍ୱର ସୁଖର ସଂସାର

  ଆନନ୍ଦ ତନୁ ଅପlର

ବିଶ୍ଵ ବିଶ୍ୱେଶ୍ୱର ଚାହାଣି ସୁନ୍ଦର

   ଭାବ ବିହ୍ୱଳ ମନ୍ଦିର

ପ୍ରାଚୀ ଆକାଶର ବିଶାଳ ଆକର

   ମୃଗlକ୍ଷୀ ଚକ୍ଷୁ ସୁନ୍ଦର

ଭଗ୍ନ ଶିଳା ପର ନର୍ତ୍ତକୀ ଭଙ୍ଗୁର

   ନବ ରୂପ ଅବତାର

ଶ୍ୟାମଳ ସୁନ୍ଦର ଭାବ ଭରପୁର

  ରୂପ ରସ ରତ୍ନାକର

ଜଗତ ଜନର ଅମିୟ ଭଣ୍ଡାର

   ଡାଳିମ୍ବ ପରି ଅଧର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics