STORYMIRROR

Debendra Mishra

Others

3  

Debendra Mishra

Others

ବିରହ

ବିରହ

1 min
205

ମେଘର ଗର୍ଜନ ଚାତକ କ୍ରନ୍ଦନ

  ମୟୂରୀ ଆର୍ତ୍ତ ଘୂର୍ଣ୍ଣନ

ଚକୋର ବିହୁନେ ବିରହ ବେଦନା

  ଚକୋରି କରେ କ୍ରନ୍ଦନ

ସୀମା ଆର ପାରି ହାରେନା ସୈନିକ

  ଭାଳେଣି କରେ ଗୃହିଣୀ

କିପରି ସାନ୍ତ୍ୱନା ପାଇବ ଜନନୀ

  ସଦା ରହେ ଆନମନା

ଶାବକ ବେଙ୍ଗୁଲି ହରି ମୁଖେ ପଡ଼ି

  ଡାକେ ରଖ ଚକ୍ରଧର

ମାତାର ବିରହ ମନରେ ତା କୋହ

  ଜୀବନ ନାହିଁ ନିସ୍ତାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍