ବାରିଦ ବିହୁନେ ଚକୋରି ବିଚାରି ବୁଝେ ତ ଏ ମନ କେମିତି ବୁଝେ? ବାରିଦ ବିହୁନେ ଚକୋରି ବିଚାରି ବୁଝେ ତ ଏ ମନ କେମିତି ବୁଝେ?
ଶୁଭ୍ର ଶରତର ଚନ୍ଦ୍ରିକା ଚର୍ଚ୍ଚିତ ତୁମେ ମୋ ବିମଳ ଜହ୍ନ ଶିଶିର ଶୀତର ମୁକ୍ତାଭ କାକର ପ୍ରଣୟର ରସଘନ | ଶୁଭ୍ର ଶରତର ଚନ୍ଦ୍ରିକା ଚର୍ଚ୍ଚିତ ତୁମେ ମୋ ବିମଳ ଜହ୍ନ ଶିଶିର ଶୀତର ମୁକ୍ତାଭ କାକର ...